ଜ୍ୱାଇଁପୁଅ

ଜ୍ୱାଇଁପୁଅ

ମାନନିୟ ଜ୍ୱାଇଁପୁଅ ମାନେ, ଜିଏ ବାରମ୍ବାର ସଷୁରଘରକୁ ଜାଆନ୍ତି ସେମାନଙ୍କ ପାଇଁ କିଛି ଜରୁରି ସୁଚନା..

*ପ୍ରଥମ ଥର ଗଲେ..
ବାସୁମତୀ ଚାଉଳ, ପୁରି, ଦୁଇ ପ୍ରକାରର ପରିବା ତରକାରି,chicken or mutton (ଜ୍ୱାଇଁପୁଅ ର ଇଛା ଅନୁସାରେ) fish fry, ରାଇତା, ସଲାଟ,ମିଠାଇ…
ରାତିକି ଦାରୁ ବ୍ୟବସ୍ତା ମଧ୍ୟ..

*ଦ୍ୱିତୀୟ ଥର….
ଅରୁଆ ଚାଉଳ, ଡାଲମା,chicken or mutton (ଆଉ ଜ୍ୱାଇଁପୁଅ କୁ ପଚରା ଜିବନି) fish fry, ପାମ୍ପଡ, ମିଠାଇ

*ତ୍ରୁତିୟ ଥର…
ରୁଟି,ଆଳୁଭଜା,ଭେଣ୍ଡି ଫ୍ରାଇ,ପିଆଜ-ଟମାଟର କାଟିକି,ଆଚାର

*ଚତୁର୍ଥ ଥର…..
ପରଟା-ଆଳୁ ଚଟନି, ପିଆଜ-ଟମାଟର କଟିକି,ପରସୁଥିବା ବେଳେ ପଚରା ଜିବ ଚିକେନ୍ ଦରକାର ଥିଲା….?

*୫ମ ଥର…
ଭାରି ତରତରିଆ ହଉଚ ଜିବବୋଲି, ଖାଇକି ଜିବ ନା ସେମିତି ପଳେଇବ…!

*୬ଷ୍ଟ ଥର….
ଆସିବା ପୁର୍ବରୁ ଟିକେ ଫୋନ୍ କରିଥିଲେ ଆମେ କିଛି ବ୍ୟବସ୍ତା କରିଥାନ୍ତେ.. ପଖାଳ ଖାଇକି ଜାଅ….

*୭ମ ଥର…
ଆରେ ଜ୍ୱାଇଁପୁଅ ବସିଲ କଣ , ଜାଇ ପିଣ୍ଟୁକୁ ସ୍କୁଲ ରେ ଛାଡିଆସ ଫେରିବା ବେଳେ ବଜାରରୁ କିଛି ଆଣିକି ଆସିବ ଖାଇବା ବନିବ…

Leave a Reply