ନବ ବରଷ

ବାପାଂକ କଲମରୁ

ନବ ବରଷ

ନବ ବରଷ, ନବ ବରଷ,

ସଅଳ ଆସ, ନ କର ମଠ

ଆସନ ଉପର ବସ, ଅଳପ ଅଳପ ହସ

ନବ ବରଷ |

ତମ ଆଗମନ ସରସ, ଆମ ମନ ବଡ ହରଷ

ଆମ କାମ କର ସଫଳ, ଆଣ ନବ ନବ ଖବର,

ନବ ବରଷ,

ସଅଳ ଆସ, ନ କର ମଠ

ନବ ବରଷ |

–    ଶ”ୀଯୁ&   ଚକଧର   ରାଉ

Leave a Reply